ODIA Signals to be inter-linked to all Level Crossings: ECOR

 213 Manned Level Crossing Gates in ECoR Interlocked for ensuring Safe Traffic
 34 Mid-Section LC Gates Interlocked in current Financial Year
 LC Gates to be closed automatically, when the train reaches at a specific point before the Gate.

BHUBANESWAR: East Coast Railway has initiated interlocking of mid-section Level Crossing Gates in its jurisdiction to enhance Safety. Basically, at the Level Crossing Gates, what we see,   the Gatekeeper closes down the Gates when the train reaches the previous Station. Vehicles on the Road wait for some time in most cases unless the LC Gates are close to the Station. With interlocking, the Level Crossing Gates got closed automatically when the train reaches near the specific point. The signal will not allow the train to move if the Level Crossing Gate is not closed.

Recently, ECoR has eliminated all the Unmanned Level Crossings from its jurisdiction. Now, ECoR has 538 Level Crossing Gates in the mid section out of total 739 Manned Level Crossing Gates. Altogether, ECoR has interlocked 412 Level Crossing Gates including 213 Manned Level Crossing Gates in the mid-section where as 34 Level Crossing Gates have been interlocked till now, during the current financial year.

Of the total Level Crossings, 97 mid-section Manned Level Crossing Gates have been interlocked till now, whose Train Vehicle Unit (TVU) is more than 50 thousand. Till the third quarter of the Current Financial Year, ECoR has made 10 such Level Crossing Gates with Interlocking System.

Total Manned Level Crossing Gate = 739
Mid-Section Manned Level Crossing Gate = 538
Manned Level Crossing Gate near Stations=201
Total Manned Level Crossing Gates Interlocked = 412
Total Manned Level Crossing Gates Interlocked in Mid-Section = 213
Total Manned Level Crossing Gates Interlocked near Stations = 199
Total Manned Level Crossings waiting to be interlocked = 327

ସମସ୍ତ ରେଳବାଇ ଫାଟକକୁ ସଂକେତ ପ୍ରଣାଳୀ ସହ ଯୋଡ଼ାଯିବ I

ସୁବିଧାଜନକ ଭାବେ ରେଳ ଓ ସଡକ ପରିବହନ ପାଇଁ ଷ୍ଟେସନ ମଧ୍ୟବର୍ତ୍ତୀ ୨୧୩ ଜଗୁଆଳିଥିବା ରେଳବାଇ ଫାଟକକୁ  ସାଙ୍କେତିକ ପ୍ରଣାଳୀସହ ଯୋଡାଯାଇଅଛି  I

ଚଳିତ ଆର୍ଥିକ ବର୍ଷରେ ୩୪ଟି ଜଗୁଆଳିଥିବା ରେଳବାଇ ଫଟାକର ସାଙ୍କେତିକ ପ୍ରଣାଳୀ ବ୍ୟବସ୍ଥା I

ଜଗୁଆଳିଥିବା ରେଳବାଇ ଫାଟକ ପୂର୍ବରୁ ଏକ ସଠିକ ସ୍ଥାନରେ ଟ୍ରେନ ପହଁଚିଲେ ଆପେଆପେ ଗେଟ ବନ୍ଦ ହେବ I

ରେଳ ଓ ସଡକ ଯାତ୍ରୀମାନଙ୍କ ସୁରକ୍ଷା ସହ ସୁବିଧାଜନକ ଭାବେ ରେଳ ଓ ସଡକ ପରିବହନ ପାଇଁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ ଷ୍ଟେସନ ମଧ୍ୟବର୍ତ୍ତୀ ଅଂଚଳରେ ଜଗୁଆଳିଥିବା ରେଳବାଇ ଫାଟକଗୁଡିକୁ ସାଙ୍କେତିକ ପ୍ରଣାଳୀସହ ଯୋଡିବାକୁ ପଦକ୍ଷେପ ହାତକୁ ନେଇଛି I

ବସ୍ତୁତଃ, ରେଳବାଇ ଫାଟକଠାରେ ଆମେ ଦେଖୁ ଯେ ଫାଟକର ପୂର୍ବ ଷ୍ଟେସନରେ ଟ୍ରେନ ପହଂଚିବାପରେ ଫାଟକ ଜଗୁଆଳି ଫାଟକକୁ ବନ୍ଦ କରିଥାଏ I  ଷ୍ଟେସନ ପାଖରେଥିବା ରେଳବାଇ ଫାଟକଠାରେ ସଡକ ଯାନ ଓ ସଡକ ବ୍ୟବହାରକାରୀ ମାନେ ଟ୍ରେନ ଆସିବା ସମୟରେ କିଛିକ୍ଷଣ ଅପେକ୍ଷା କରିଥାନ୍ତି I  ସଂକେତ ପ୍ରଣାଳୀସହ ଏହିସବୁ ରେଳବାଇ ଫଟାକଗୁଡିକୁ ଯୋଡ଼ାଯିବ ଦ୍ୱାରା ଟ୍ରେନ ଏକ ସଠିକ ସ୍ଥାନରେ ଟ୍ରେନ ପହଁଚିଲେ ଫାଟକ ଆପେଆପେ ବନ୍ଦ ହେବ I ଯେ ପର୍ଯ୍ୟନ୍ତ ଫାଟକ ଖୋଲାରହିଥିବ, ସେତେବେଳେ ଏହି ସାଙ୍କେତିକ ପ୍ରଣାଳୀ ଟ୍ରେନକୁ ଆଗକୁ ଯିବାକୁ ସଂକେତ ଦେବନାହିଁ I

ଯାତ୍ରୀ ଓ ସଡକ ସୁରକ୍ଷାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ଇତିମଧ୍ୟରେ ଏହାର ପରିସୀମା ମଧ୍ୟରୁ ସମସ୍ତ ଜାଗୁଆଳିବିହୀନ ରେଳବାଇ ଫାଟକକୁ ବନ୍ଦ କରି ବିକଳ୍ପ ବ୍ୟବସ୍ଥା ପ୍ରଦାନ କରିଛି I  ପୂର୍ବତଟ ରେଳପଥର ସମୁଦାୟ ୭୩୯ ଜଗୁଆଳିଥିବା ରେଳବାଇ ଫାଟକ ମଧ୍ୟରୁ ଷ୍ଟେସନ ମଧ୍ୟବର୍ତ୍ତୀ ଅଂଚଳରେ ୫୩୮ଟି  ଜଗୁଆଳିଥିବା ରେଳବାଇ ଫାଟକ ଅଛି I  ଏବେ ପର୍ଯ୍ୟନ୍ତ ପୂର୍ବତଟ ରେଳପଥ ସମୁଦାୟ ୪୧୨ଟି ଫାଟକଠାରେ ସାଙ୍କେତିକ ପ୍ରଣାଳୀ ଯୋଗାଇଥିବା ବେଳେ ଷ୍ଟେସନ ମଧ୍ୟବର୍ତ୍ତୀ ଅଂଚଳରେ ୨୧୩ଟି ଫାଟକଠାରେ ଏହି ସୁବିଧା ପ୍ରଦାନ କରିଛି ତନ୍ମଧ୍ୟରୁ ଚଳିତ ଆର୍ଥିକ ବର୍ଷରେ ୩୪ଟି ରେ ସାଙ୍କେତିକ ବ୍ୟବସ୍ଥା ସହିତ ଯୋଡାଯାଇ ଅଛି I

ପୂର୍ବତଟ ରେଳପଥର ସମସ୍ତ ରେଳବାଇ ଫାଟକ ମଧ୍ୟରୁ ଷ୍ଟେସନ ମଧ୍ୟବର୍ତ୍ତୀ ଅଂଚଳରେ ୯୭ଟି ଜଗୁଆଳିଥିବା ରେଳବାଇ ଫାଟକଠାରେ ସାଙ୍କେତିକ ବ୍ୟବସ୍ଥା ଯୋଡାଯାଇ ଅଛି ଯେଉଁଠାରେ  ପ୍ରତି ଟ୍ରେନ ପିଛା ଯାନବାହାନ ଏକକ ଗଣନା ୫୦ ହଜାର ଅଟେ I  ଚଳିତ ଆର୍ଥିକ ବର୍ଷର ୯ ମାସ ମଧ୍ୟରେ ତଥା ୨୦୧୮ ମସିହା ଡିସେମ୍ବର ମାସ ମଧ୍ୟରେ ପୂର୍ବ ତଟ ରେଳପଥ ପ୍ରତି ଟ୍ରେନ ପିଛା ଯାନବାହାନ ଏକକ ଗଣନା ୫୦ ହଜାରଥିବା ୧୦ଟି ଜଗୁଆଳିଥିବା ରେଳବାଇ ଫାଟକକୁ ସାଙ୍କେତିକ ବ୍ୟବସ୍ଥା ସହିତ ଯୋଡି ପାରିଛି I

Facebooktwittergoogle_plusredditpinterestlinkedinmail